ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ଅଭାବନୀୟ ସ୍ଥିତି

କଟକ: କଟକ ବଡ଼ ମେଡିକାଲର ହୃଦ୍‌ରୋଗ ବିଭାଗରେ ବି ବାରଣ୍ଡାରେ ଗଡୁଛନ୍ତି ଗୁରୁତର ରୋଗୀ। ତଳେ ଶୋଇଥିବା ରୋଗୀଙ୍କ ପାଇଁ ବାରଣ୍ଡାରେ ପଙ୍ଖା ବ୍ୟବସ୍ଥା ବି ନାହିଁ। ପ୍ରବଳ ଗରମରେ ତଳେ ପଡ଼ିଥିବା ରୋଗୀଙ୍କ ଦେହରେ ଲାଗିଛି ସାଲାଇନ୍‌। ବର୍ଷ ବର୍ଷ ହେଲା ଲାଗି ରହିଥିବା ଏହି ସମସ୍ୟା କେବେ ଦୂର ହେବ, ତାହାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ୬୦ଟି ବେଡ୍‌ … Continue reading ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ଅଭାବନୀୟ ସ୍ଥିତି